କ୍ୟାପିଟାଲ ହସ୍ପିଟାଲରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ୍‌

ଭୁବନେଶ୍ୱର : ‘୫-ଟି’ରେ ସାମିଲ ହୋଇଛି ସ୍ୱାସ୍ଥ୍ୟ ବିଭାଗ। ରାଜଧାନୀର କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା। ମାତ୍ର ଏହା କେତେ ଦୂର ଫଳପ୍ରଦ ହୋଇଛି, ତାହା ଜଳଜଳ ଦେଖାଯାଉଛି। ଖୋଦ୍‌ ରାଜଧାନୀର ପ୍ରମୁଖ ସରକାରୀ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବା ବେଳେ ଉପାନ୍ତ ଅଞ୍ଚଳରେ ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ମିଳୁଛି, ତାହା ସ୍ପଷ୍ଟ ଅନୁମେୟ। ଏନେଇ ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ … Continue reading କ୍ୟାପିଟାଲ ହସ୍ପିଟାଲରେ ମିଳୁନି କୁକୁର କାମୁଡ଼ା ଇଞ୍ଜେକସନ୍‌